Site icon ଆଜିକାଲି

ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡି ୨ ନିଖୋଜ

କେନ୍ଦ୍ରାପଡ଼ା : ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗା ବୁଡିଯିବାରୁ ଜଣେ ନାବାଳକଙ୍କ ସମେତ ଦୁଇ ଜଣ ନିଖୋଜ ଅଛନ୍ତି । ସୂଚନା ମୁତାବକ ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ଡଙ୍ଗା ବ୍ରାହ୍ମଣୀ ନଦୀ କୂଳରୁ କିଛିବାଟ ପରେ ଓଲଟି ପଡ଼ିଥିଲା । ଡଙ୍ଗାରେ ମୋଟ ୩୦ ଯାତ୍ରୀ ଥିଲେ । ୨୮ ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ ନିଖୋଜଙ୍କୁ ଗ୍ରାମବାସୀ ଖୋଜାଖୋଜି ଜାରି ରଖିଛନ୍ତି । ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିବା କୁହାଯାଉଛି।

Exit mobile version