Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦୀୟମାନ ଓଡ଼ିଆ ଗାୟିକା

ଭୁବନେଶ୍ୱର : ଆଜି ହକି ବିଶ୍ୱକପ ଉଦଘାଟନୀ ଉତ୍ସବ। ଏଥିପାଇଁ ଆସିଥିବା କୋରିଆ କେ-ପପ୍ ଗ୍ରୁପ ‘ବ୍ଲାକ ସ୍ୱାନ’ ସଦସ୍ୟା ଶ୍ରୀୟା ଲେଙ୍କା, ବ୍ରହ୍ମପୁର ଜନ୍ମିତ ଆମେରିକୀୟ ଗାୟିକା ଲିସା ମିଶ୍ର ଓ କୋରାପୁଟର ପ୍ରତିଭା ନମିତା ମେଲକା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସାରା ବିଶ୍ବରେ ଓଡ଼ିଆ ଝିଅମାନେ ବେଶ ନାଁ କରୁଥିବାରୁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Exit mobile version