Site icon ଆଜିକାଲି

ବଜେଟ ଏକ ଲୋକାଭିମୁଖୀ ବଜେଟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉପସ୍ଥାପିତ ହୋଇଥିବା ରାଜ୍ୟ ବଜେଟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ବଜେଟ ଏକ ଲୋକାଭିମୁଖୀ ବଜେଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ ହୋଇଛି । ବଜେଟ ଲୋକଙ୍କର ଓ ଲୋକଙ୍କ ପାଇଁ। ଏହା ଓଡ଼ିଶାକୁ ନୂଆ ଶିଖରରେ ପହଞ୍ଚାଇବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି।

Exit mobile version