Site icon ଆଜିକାଲି

ଧୃପଦା ବାଇପାସ ନିକଟରେ ବାଇକ୍ କୁ ଧକ୍କାଦେଲା କାର

କେନ୍ଦୁଝର,୨୪ା୫(ନି.ପ୍ର) କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଧୃପଦା ବାଇପାସ ରାସ୍ତା ନିକଟରେ ଏକ ବାଇକ୍ କୁ ଓଡି-୧୪-କେ-୯୮୦୩) ସୁଇଫଟ ଡିଜିଆର କାର୍ ଧକ୍କା ଦେଇଛି।ଫଳରେ ଗାଡିର ସାମ୍ନ‍ାଭାଗ ଭାଙ୍ଗି ରୁଜି ଚୁରମାର୍ ହୋଇଯାଇଛି।ସୈାଭାଗ୍ୟ ବସତଃ ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଛନ୍ତି।ବାଇକ୍ ଚାଳକ ଙ୍କ ପରିଚୟ ମିଳିପାରିନାହିଁ।

Exit mobile version