0 Comment
ବାଲେଶ୍ବର : ବାଲେଶ୍ୱର ସହର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରୀୟ ଶିଳ୍ପ ଓ ବାଣିଜ୍ୟ ମେଳା ‘ଏକ୍ସପୋ ଓଡ଼ିଶା-୨୦୨୪’ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଏହି ମେଳା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ଦିନ ଧରି ଏମଏସଏମଇ ବିଭାଗ ଓଡ଼ିଶା ସରକାର, ଏମଏସଏମ, ଇଡ଼ିଏଫ ଓ ଭାରତ ସରକାର, ଜିଲ୍ଲା ପ୍ରଶାସନ, ବାଲେଶ୍ଵର ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂସ୍କା ନୋସିର ମିଳିତ ସହଯୋଗରେ ଜାତୀୟସ୍ତରୀୟ ଶିଳ୍ପ ଓ ବାଣିଜ୍ୟ ମେଳା... Read More