0 Comment
ବାଲେଶ୍ଵର : ପ୍ରେମିକକୁ ଖୋଜି ଖୋଜି ବାଂଲାଦେଶରୁ ଓଡ଼ିଶା ପହଞ୍ଚିଲେ ବାଂଲାଦେଶୀ ଯୁବତୀ ରୁମା ମାରୀୟମ । ୬ ବର୍ଷ ପୂର୍ବେ କରିଥିଲେ ବିବାହ । ପ୍ରେମିକକୁ ଖୋଜି ଖୋଜି ଭିସା ନେଇ ବାଂଲାଦେଶରୁ କମରଦା ଥାନା ଅଧୀନସ୍ଥ ବୁଢ଼ାକୁସୁମୀ ଅଞ୍ଚଳରେ ଗତକାଲି ପହଞ୍ଚିଥିଲେ। ଆଜି ସେ ବାଲେଶ୍ଵର ରେ ଆସି ପହଂଚିଛନ୍ତି । ରୁମାଙ୍କ ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର ବୋଲି ଜଣାପଡିଛି । ସୁଚନା ମୁତାବକ୍, ବାଂଲାଦେଶୀ ଯୁବତୀ ରୁମା ମାରୀୟମ... Read More