0 Comment
ଦେବଗଡ଼ : ଦେବଗଡ଼ ଜିଲା କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବିରେ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ସଙ୍ଘର ସଭାପତି ସେମ ହେମ୍ରାମ ଓ ସମ୍ପାଦକ ଗୁଣନିଧି ବେହେରାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ୪୯ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ଉପରେ ବସିରହିବାରୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି। କୃଷକ ସଂଘର୍ଷ ସଙ୍ଘର ସଦସ୍ୟ ମାନେ ନୀଳାବେର୍ଣ୍ଣି ସାହି ଦେଇ... Read More