0 Comment
ଝାରସୁଗୁଡ଼ା – ମହାନଦୀରେ ଅଘଟଣ । ଏକ ଦେଶୀ ଡଙ୍ଗା ବୁଡି ଯିବାରୁ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଛନ୍ତି । ଦେଶୀ ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ଧରି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ବରଗଡ଼ ବାଞ୍ଜିପାଲିକୁ ଯାଉଥିଲା ବେଳେ ବୁଡିଯାଇଥିଲା l ୨ ମୃତଦେହ ଉଦ୍ଧାର କରାଯାଇଛି। ୪ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ୪ଜଣ ଯାତ୍ରୀଙ୍କୁ ଖୋଜାଖୋଜି କରାଯାଉଛି । ସମସ୍ତ ଯାତ୍ରୀ ଛତିଶଗଡ଼... Read More