0 Comment
ନୂଆଦିଲ୍ଲୀ: ହାଇଦ୍ରାବାଦର ଖେଳାଳି ତନ୍ମୟ ଅଗ୍ରୱାଲ ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଦ୍ରୁତତମ ତ୍ରିଶତକ ହାସଲ କରିବାର ରେକର୍ଡ କରିଛନ୍ତି | ତନ୍ମୟ ଅଗ୍ରୱାଲ ଅରୁଣାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ (ଗ୍ରୁପ୍ ପ୍ଲେଟ୍)ରେ ମାତ୍ର ୧୪୭ ବଲରେ ତ୍ରିଶତକ ହାସଲ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ହେଉଛି ଦ୍ରୁତତମ ତ୍ରିଶତକ । ତନ୍ମୟ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ମାର୍କୋ ମରାଏସଙ୍କ ରେକର୍ଡ ଭାଙ୍ଗିଛନ୍ତି । ମରାଏସ ୨୦୧୭ରେ ଦକ୍ଷିଣ ଆଫ୍ରିକାର ଏକ ପ୍ରଥମ... Read More