0 Comment
ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ନ୍ୟାସନାଲ ସ୍ପୋର୍ଟସ ଫେଡ଼ରେସେନ ଅଫ୍ ଇଣ୍ଡିଆ ପକ୍ଷରୁ ଉତର ପ୍ରଦେଶର ମଥୁରାର ହର୍ ଦୟାଲ ଟେକ୍ନିକାଲ୍ କ୍ୟାମ୍ପସ୍ରେ ୧୧ତମ ଜାତୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦୦ ମିଟର ଆଥ୍ଲେଟରେ ଅଂଶ ଗ୍ରହଣ କରି ରୌପ୍ୟ ପଦକ ହାସଲ କରି ବାଲେଶ୍ୱର୍ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜ୍ଜନ କରିଛନ୍ତି ସିମୁଳିଆ ବାଲିଖଣ୍ଡ ଅଂଚଳର ଅନିରୁଦ୍ଧ ଶଙ୍ଖୁଆ । ଅନିରୁଦ୍ଧ ନିଜର... Read More