Site icon ଆଜିକାଲି

ଆଜି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ


ଭୁବନେଶ୍ୱର : ଆଜି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ। ସକାଳ ୧୦ଟାରେ ଦଶମ ଓ ଦିନ ୧୨ଟାରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ । ଅନଲାଇନରେ ପ୍ରକାଶ ପାଇବ ଉଭୟ ପରୀକ୍ଷା ଫଳ । cbseresults.nic.in ରେ ପ୍ରକାଶ ପାଇବ ପରୀକ୍ଷାଫଳ ଉପଲବ୍ଧ ହେବ । ଉମଙ୍ଗ ଆପ୍ ଓ ଡିଜି ଲକର୍‌ରେ ବି ପରୀକ୍ଷା ଫଳ ବାହାରିବ । ଏଥର ଦେଇଛନ୍ତି ୩୮,୮୩,୭୧୦ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରଛାତ୍ରୀ ଦ୍ବାଦଶ ପରୀକ୍ଷା ଦେଇଛନ୍ତି ।

Exit mobile version