Site icon ଆଜିକାଲି

ଆଜିଠୁ ଯୁକ୍ତ ଦୁଇ ଖାତାଦେଖା

ଭୁବନେଶ୍ୱର : ଆଜିଠୁ ଯୁକ୍ତ୨ ଖାତାଦେଖା। ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆଜିଠାରୁ ଏପ୍ରିଲ ୨୩ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ମେ’ ୭ ରେ ସରିବ। ଏ ଥର ୬୫ଟି ଅଫଲାଇନ ଓ ୩୯ଟି ଅନଲାଇନ ସେଣ୍ଟରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ।

ପ୍ରାୟ ୧୫ ହଜାର ଅଧ୍ୟାପକ ଓ ଅଧ୍ୟାପିକା ଖାତା ମୂଲ୍ୟାୟନରେ ସାମିଲ ହେବେ। ମେ’ ୭ ରେ ଖାତା ଦେଖା ସରିବା ପରେ ଆରମ୍ଭ ହେବ ଟେବୁଲେସନ। ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି ।

Exit mobile version