Site icon ଆଜିକାଲି

ଭିଜିଲାନ୍ସ ଜାଲରେ ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ବିଭିନ୍ନ ସ୍ଥାନରେ ରେଡ୍

ବାଲେଶ୍ଵର : ଭିଜିଲାନ୍ସ ଜାଲରେ ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍‌ ଭି ହରିହର ରାଓଙ୍କ କୁକୁଡ଼ା ପଦା ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଏଥି ସହିତ ବ୍ରହ୍ମପୁର ଓ ଭୁବନେଶ୍ବରରେ ମଧ୍ୟ ଚଢାଉ ହେଉଥିବା ସୂଚନା ମିଳିଛି ।

Exit mobile version