Site icon ଆଜିକାଲି

୧୯ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଜିତିଥିବାରୁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୧୯ ବର୍ଷରୁ କମ୍ ଉଦଘାଟନୀ ମହିଳା ବିଶ୍ୱକପରେ ଇଂଲଣ୍ଡକୁ ହରାଇ ଚାମ୍ପିଅନ ହୋଇଥିବାରୁ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,ଉଚ୍ଚକୋଟୀର ପ୍ରଦର୍ଶନ ସହ ଚାମ୍ପିଅନ ହୋଇ ଦେଶ ପାଇଁ ଗୈାରବ ଆଣିଛନ୍ତି ଭାରତୀୟ କ୍ରିକେଟ ଦଳ । ଏଭଳି ସଫଳତା ଆଗକୁ ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version