Site icon ଆଜିକାଲି

ଓଡ଼ିଆ ଭାଷାର ଗରିମାକୁ ଆହୁରି ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଆଜି ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆମ ମାତୃଭାଷା ‘ଓଡ଼ିଆ’ ଆମ ସମ୍ମାନ ଓ ଆମ ଗୌରବ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ଯତମ ଆମ ଭାଷା ‘ଓଡ଼ିଆ’ ଆଜିର ଦିନରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିଲା। ଓଡ଼ିଆ ଭାଷାର ଗରିମା ଓ ମାଧୁର୍ଯ୍ୟ ହିଁ ଏହାକୁ ଅନ୍ୟ ଭାଷାଠାରୁ ସ୍ଵତନ୍ତ୍ର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାର ଗରିମାକୁ ଆହୁରି ସମୃଦ୍ଧ କରିବା ଦିଗରେ ଏକ ହୋଇ ଆଗକୁ ବଢିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version