Site icon ଆଜିକାଲି

ପୃଥିବୀ ଦିବସ : ଆମର ଏକମାତ୍ର ଘରକୁ ସୁସ୍ଥ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ୱର : ପୃଥିବୀ ମା’ ଆମେ ଆବଶ୍ୟକ କରୁଥିବା ସବୁକିଛି ପ୍ରଦାନ କରେ । ତେଣୁ ତା’ର ସୁରକ୍ଷା ଅପରିହାର୍ଯ୍ୟ। ପୃଥିବୀ ଦିବସ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନାଞ୍ଚଳ ସଂପ୍ରସାରଣ , ଅଧିକରୁ ଅଧିକ ବୃକ୍ଷରୋପଣ ସହ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କଲେ ମାନବ ସମାଜର ଏକମାତ୍ର ଘର- ପୃଥିବୀକୁ ଆମେ ସୁସ୍ଥ ଓ ସୁରକ୍ଷିତ ରଖିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏ କ୍ଷେତ୍ରରେ ଦୃଢ଼ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଛନ୍ତି।

Exit mobile version