Site icon ଆଜିକାଲି

ଟିମ୍ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଭାରତର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନକୁ ସ୍ୱର୍ଣ୍ଣ ପଦକ ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସଫଳତା ପାଇଁ ଟିମ୍ ଓଡ଼ିଶାକୁ ସେ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ପ୍ୟାଭିଲିୟନ ମହିଳା ସଶକ୍ତିକରଣ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଓ ଅର୍ଥନୈତିକ ସମୃଦ୍ଧିରେ ମହିଳାମାନଙ୍କ ଭାଗିଦାରୀକୁ ଦର୍ଶାଇବା ସହ ଜନଜାତି ସଂସ୍କୃତି, କଳାକୃତି ଓ ଉତ୍ପାଦ ପ୍ରଦର୍ଶିତ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version