Site icon ଆଜିକାଲି

ଖାଉଟିଙ୍କ ଅଧିକାର ଓ ଦାୟିତ୍ଵବୋଧ ନେଇ ସଚେତନତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

ଭୁବନେଶ୍ୱର : ଆଜି ହେଉଛି ଜାତୀୟ ଖାଉଟି ଅଧିକାର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାମଗ୍ରୀ ଓ ସେବା ନେଇ ଖାଉଟିମାନଙ୍କ ଅଧିକାର ଓ ଦାୟିତ୍ଵବୋଧ ସମ୍ପର୍କିତ ସଚେତନତା ପ୍ରସାର ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନୁଚିତ ବ୍ୟାପାରରୁ ଅସହାୟ ଖାଉଟିମାନଙ୍କୁ ସୁରକ୍ଷା ଦେବା ପାଇଁ ନିୟାମକ ଆହୁରି ଶକ୍ତ କରିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Exit mobile version