Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କ ଗୁଡ୍ ଫ୍ରାଇଡେ ବାର୍ତ୍ତା

ଭୁବନେଶ୍ୱର : ଆଜି ପବିତ୍ର ଗୁ୍ଡ୍ ଫ୍ରାଇଡେ । ଯୀଶୁଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ସ୍ମରଣ କରିଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ଆମ ସମସ୍ତଙ୍କୁ ଶାନ୍ତି, ସ୍ନେହ, ଅନୁକମ୍ପା, ସଦଭାବନା ଓ ସାର୍ବଜନୀନ ଭ୍ରାତୃତ୍ୱ ପଥରେ ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ ଗୁଡ୍ ଫ୍ରାଇଡେ ବାର୍ତ୍ତାରେ କହିଛନ୍ତି।

Exit mobile version