Site icon ଆଜିକାଲି

ସଶସ୍ତ୍ର ବାହିନୀ ପତାକା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ହେଉଛି ସଶସ୍ତ୍ର ବାହିନୀ ପତାକା ଦିବସ । ଏ‌ହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସହିଦ, ସେନା ଭେଟେରାନ, ସୈନ୍ୟ ଓ ସେମାନଙ୍କ ପରିବାରଙ୍କୁ ସମ୍ମାନ ଜଣାଇଛନ୍ତି। ଆମ ପ୍ରିୟ ଦେଶମାତୃକାର ଏକତା ଓ ସଂହତିର ସୁରକ୍ଷା ପାଇଁ ଭାରତୀୟ ସେନା ଯବାନଙ୍କ ସାହସିକତା, ନିଃସ୍ୱାର୍ଥପର ବଳିଦାନ ଓ ନିଷ୍ଠା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version