Site icon ଆଜିକାଲି

ହିରୋସୀମା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ହେଉଛି ହିରୋସୀମା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିରୋସୀମା ଆମକୁ ଇତିହାସର ଏକ ଘଟଣା ମନେ ପକାଇଦିଏ, ଯାହା କି ଅବିଶ୍ୱସନୀୟ ଧ୍ୱଂସଲୀଳା ଘଟାଇଥିଲା। ଅଗଣିତ ଲୋକଙ୍କ ପାଇଁ ଆଣିଦେଇଥିଲା ଅକଥନୀୟ ପୀଡ଼ା ଓ ଯନ୍ତ୍ରଣା । ଏକ ଆଣବିକ ଅସ୍ତ୍ର ରହିତ ଭବିଷ୍ୟତ ଓ ସ୍ଥାୟୀ ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରିବାକୁ ହିରୋସୀମା ଦିବସରେ ସମସ୍ତ ଦୃଢ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version