Site icon ଆଜିକାଲି

ଆନ୍ତର୍ଜାତିକ ନୃତ୍ୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ନୃତ୍ୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଓଡ଼ିଶୀ, ଛଉ ଓ ଗୋଟିପୁଅ ହେଉଛି ବିଶ୍ୱ କଳା ଜଗତକୁ ଓଡ଼ିଶାର ଗୌରବମୟ ଅବଦାନ । ଅନ୍ତର୍ନିହିତ ଭକ୍ତିଭାବ, କାବ୍ୟିକତା ଓ ମାଦକତା ଯୋଗୁଁ ଜଣାଶୁଣା ଆମର ନୃତ୍ୟର ସର୍ବଦା ସଂରକ୍ଷଣ ଓ ପ୍ରସାର ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version