Site icon ଆଜିକାଲି

ଆନ୍ତର୍ଜାତିକ ବାଳିକା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଉପଯୁକ୍ତ ଶିକ୍ଷା ଓ ଦକ୍ଷତା ସହ ପ୍ରତିଟି ଝିଅ ସମାଜରେ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ ହୋଇପାରିବ । ଆନ୍ତର୍ଜାତିକ ବାଳିକା ଦିବସରେ ବାର୍ତ୍ତା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଳିକାମାନଙ୍କ ପ୍ରତିଭାର ସଦୁପଯୋଗ ପାଇଁ ସେମାନଙ୍କୁ ସୁଯୋଗ ଦେବା ସହ ସବୁ ପ୍ରତିବନ୍ଧକ ଦୂର କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସମସ୍ତେ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

FacebookTwitterLinkedinWhatsapp
Exit mobile version