Site icon ଆଜିକାଲି

ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକାଙ୍କ ଆନ୍ତର୍ଜାତିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ବିଜ୍ଞାନରେ ମହିଳା ଓ ବାଳିକାଙ୍କ ଆନ୍ତର୍ଜାତିକ ଦିବସ ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ବିକାଶ କ୍ଷେତ୍ରରେ ମହିଳା ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଅବଦାନ ମନେ ପକାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କର ସଫଳତା ଚର୍ଚ୍ଚା କରିବାକୁ କହିଛନ୍ତି। ମହାକାଶ ସଂପର୍କିତ ଜ୍ଞାନ କୈ।ଶଳ ଓ ଜୈବ ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକାମାନଙ୍କ ଶିକ୍ଷା ଓ ସାମର୍ଥ୍ୟ ବିକାଶ ପାଇଁ ଓଡ଼ିଶା ସରକାର ପ୍ରୟାସରତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version