Site icon ଆଜିକାଲି

ଆନ୍ତର୍ଜାତିକ ସାକ୍ଷରତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ହେଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷା ଆମର ପରିସରକୁ ଉନ୍ମୁକ୍ତ କରେ । ସାମାଜିକ ପରିବର୍ତ୍ତନ ପାଇଁ ଶିକ୍ଷା ବଡ଼ ମାଧ୍ୟମ । ଆନ୍ତର୍ଜାତିକ ସାକ୍ଷରତା ଦିବସରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ସମାବେଶୀ ଶିକ୍ଷା ନିଶ୍ଚିତ କରିବାକୁ ସରକାର ନିଜ ପ୍ରତିବଦ୍ଧତାକୁ ଆଗକୁ ନେବା ସହ ଏକ ସୁସ୍ଥ ଓ କ୍ଷମତା ସଂପନ୍ନ ସମାଜ ଗଠନ ପାଇଁ ଜୀବନବ୍ୟାପୀ ଶିକ୍ଷା ସୁଯୋଗ ସୃଷ୍ଟି ନେଇ ସର୍ବଦା ଯତ୍ନଶୀଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version