Site icon ଆଜିକାଲି

ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା 

ଭୁବନେଶ୍ୱର : ଆଜି ହେଉଛି ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ । ମିଳିତ ଜାତିସଂଘ ପକ୍ଷରୁ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଆନ୍ତର୍ଜାତିକ ସ୍ବେଛାସେବୀ ଦିବସ ପାଳନ କରାଯାଏ। ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାରାବିଶ୍ବରେ ସ୍ବେଚ୍ଛାସେବୀମାନେ ଅକ୍ଲାନ୍ତ ପରିଶ୍ରମ ଓ ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କରନ୍ତି। ନିଜର ଅନୁକମ୍ପାମୂଳକ କାମ ଦ୍ଵାରା ସମାଜରେ ପରିବର୍ତ୍ତନ ଆଣୁଥିବା ସ୍ବେଛାସେବୀଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Exit mobile version