Site icon ଆଜିକାଲି

ଆନ୍ତର୍ଜାତିକ ଯୁବ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ହେଉଛି ଆନ୍ତର୍ଜାତିକ ଯୁବ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେକୌଣସି ସମାଜରେ ଯୁବକମାନେ ହେଉଛନ୍ତି ପରିବର୍ତ୍ତନକାରୀ । ଯୁବକମାନେ ହେଉଛନ୍ତି ରାଷ୍ଟ୍ରର ମେରୁଦଣ୍ଡ। ଆନ୍ତର୍ଜାତିକ ଯୁବ ଦିବସରେ ଯୁବକମାନଙ୍କର ଅସୀମିତ ଶକ୍ତି, ସାମର୍ଥ୍ୟ ,ଦକ୍ଷତାର ଗୁରୁତ୍ୱ ଉପଲବ୍ଧ କରିବା ସହ ସେମାନଙ୍କୁ ନିଜର ଅନ୍ତର୍ନିହିତ ଶକ୍ତିର ବିକାଶ ଦିଗରେ ସମର୍ଥନ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version