Site icon ଆଜିକାଲି

କ୍ଷୁଦ୍ରଶିଳ୍ପ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : କ୍ଷୁଦ୍ର ଶିଳ୍ପ ହେଉଛି ଦେଶର ଅର୍ଥନୀତିର ମେରୁଦଣ୍ଡ । କ୍ଷୁଦ୍ର ଶିଳ୍ପ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଭାଲ୍ୟୁ ଏଡିସନ ଓ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୁଦ୍ର ଶିଳ୍ପ ଦିବସରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଷୟ ଅଭିବୃଦ୍ଧି ପାଇଁ ଆଜିର ଦିନରେ କ୍ଷୁଦ୍ର ଶିଳ୍ପର ପ୍ରସାର ପ୍ରତି ପୁନଃ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Exit mobile version