Site icon ଆଜିକାଲି

ବିଜୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ସାରାଦେଶରେ ପାଳନ ହେଉଛି ବିଜୟ ଦିବସ । ବିଜୟ ଦିବସ ଅବସରରେ ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ସାହସ ଓ ବୀରତ୍ୱର ସହ ଲଢି ବିଜୟ ଆଣିଥିବା ଭାରତୀୟ ସୈନ୍ୟଙ୍କୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତର ବିଜୟ ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କ ସାହସିକତା ଓ ବୀରତ୍ୱ ସର୍ବଦା ପ୍ରେରଣା ଯୋଗାଉଥିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି

Exit mobile version