Site icon ଆଜିକାଲି

ବିଶ୍ୱ ଜଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଳ ଆମ ଜୀବଜଗତର ଜୀବନ । ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଜଳ ଜରୁରୀ। ଆଜି ଓ ଆଗାମୀ କାଲିର ପୀଢିଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଜୀବନଧାରଣର ଏହି ଅମୂଲ୍ୟ ପ୍ରାକୃତିକ ସମ୍ବଳର ଅଯଥା ଅପଚୟ ନକରି ସଠିକ ବିନିଯୋଗ କରିବାକୁ ବିଶ୍ୱ ଜଳ ଦିବସରେ ସଙ୍କଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Exit mobile version