Site icon ଆଜିକାଲି

ଆଜି ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୁବନେଶ୍ବର : ଆଜି ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ସୋମବାର ପୂର୍ବାହ୍ନ ୧୦ଟାରେ ଏହା ଆରମ୍ଭ ହେବ। ଏହା ୟୁନିଟ ୫ ର ସରକାରୀ ବାସଗୃହ ପାଖ ଭି ଆଇ ଆଇ ଆଇ ଏମ୍ ଆର ନମ୍ବର ୪ ଠାରେ ଅନୁଷ୍ଠିତ ହେବ । ଏଥିରେ ଜନସାଧାରଣ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଜର ଅଭିଯୋଗ ଜଣାଇ ପାରିବେ।

ପୋର୍ଟାଲରେ ପଞ୍ଜୀକରଣ କରିଥିବା ପଞ୍ଜୀକୃତ ପ୍ରମାଣପତ୍ର ଓ ପରିଚୟ ପତ୍ର ଧରି ଅଭିଯୋଗ ଲୋକମାନେ ଜଣାଇ ପାରିବେ। ସୋମବାର ଏକ ହଜାର ଅଭିଯୋଗ ମୁଖ୍ୟମନ୍ତ୍ରୀ ଶୁଣିବେ ବୋଲି ସୂଚନା ଦିଆଯାଇଛି।

Exit mobile version