Site icon ଆଜିକାଲି

ବାୟୁସେନା ଦିବସରେ ବାୟୁବୀରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଲ୍ୟୁଟ


ଭୁବନେଶ୍ୱର : ଆଜି ହେଉଛି ଭାରତୀୟ ବାୟୁସେନା ଦିବସ । ଏହି ଅବସରରେ ବାୟୁସେନାର ସମସ୍ତ ସହିଦ ,ଯୁଦ୍ଧ ଭେଟେରାନ ଓ ବାୟୁବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଆକାଶର ପ୍ରହରୀଙ୍କୁ ଅଦମ୍ୟ ସାହସ ଓ ନିଃସ୍ୱାର୍ଥପର ବଳିଦାନକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେଇ ଭାରତୀୟ ବାୟୁସେନା ଦେଶର ଏକତା ଓ ସାର୍ବଭୌମତା ରକ୍ଷା ପାଇଁ ସଦା ତତ୍ପର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Exit mobile version