Site icon ଆଜିକାଲି

ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : କିମ୍ବଦନ୍ତୀ ଗାୟକ, ସଙ୍ଗୀତଜ୍ଞ ତଥା ଶତାଧିକ ଓଡ଼ିଆ ଗଳ୍ପ, କବିତା, ଗୀତ, ଉପନ୍ୟାସର ଅନନ୍ୟ ସ୍ରଷ୍ଟା ଅକ୍ଷୟ ମହାନ୍ତିଙ୍କ ଆଜି ଜୟନ୍ତୀ । ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାଜର ସମସାମୟିକ ସ୍ଥିତି ଓ ବାସ୍ତବ ଚରିତ୍ରକୁ ନେଇ ସଂଗୀତ ରଚନା ସହ ପରିବେଷଣ ଶୈଳୀ ଏବଂ ଓଡ଼ିଆ ସାହିତ୍ୟରେ ତାଙ୍କ କାଳଜୟୀ ସୃଜନ ସୃଷ୍ଟି ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version