Site icon ଆଜିକାଲି

ଖୁବଶୀଘ୍ର ଟଙ୍କା ଫେରିପାଇବେ ଚିଟଫଣ୍ଡ କ୍ଷତିଗସ୍ତ : ମନମୋହନ ସାମଲ

ଭୁବନେଶ୍ୱର : ଖୁବଶୀଘ୍ର ଟଙ୍କା ଫେରିପାଇବେ ଚିଟଫଣ୍ଡ କ୍ଷତିଗସ୍ତ । ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।

ଟଙ୍କା ଫେରସ୍ତ ଆନଇ ଆଇନଗତ ତର୍ଜମା କରୁଛି କମିଟି। ଆସନ୍ତାକାଲି ମୋହନ ମାଝୀ ସରକାରକୁ ୧୦୦ଦିନ ପୂରିବାକୁ ଯାଉଛି। ଏହାପୂର୍ବରୁ ସଭାପତି କହିଛନ୍ତି ମୋହନ ମାଝୀ ସରକାର ନିର୍ବାଚନ ବେଳେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରିଛନ୍ତି।

Exit mobile version