Site icon ଆଜିକାଲି

ବିକୃତ ମୂର୍ତ୍ତି ମାମଲାରେ ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକ : କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା। ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ନିଷ୍ପତ୍ତି ପୋଲିସ୍ ପ୍ରଶାସନ ଉପରେ ଛାଡ଼ିଲେ ହାଇକୋର୍ଟ । କଟକରେ ବିକୃତ ଗଣେଶ ମୂର୍ତ୍ତି ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା । ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଲାଗି ବାରଣ କରିଥିଲା ପୋଲିସ୍ । ପୋଲିସ୍ ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରୀଗର ହାଇକୋର୍ଟ ଯାଇଥିଲେ ।

Exit mobile version