Site icon ଆଜିକାଲି

କୁଲଡିହା ବନବିଭାଗର କୁମ୍ବିଂ ଅପରେସନ : ୬ ଶିକାରି ଗିରଫ

ନୀଳଗିରି – ଶିକାରୀଙ୍କ ଦୈ।ରାତ୍ମ୍ୟ ଓ ଅବାଧ ଶିକାର ରୋକିବା ପାଇଁ ଆକ୍ସନ ମୋଡ୍ ରେ ବନ ବିଭାଗ । କୁଲଡିହା ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟସ୍ଥ ଅଞ୍ଚଳରେ ରାତି ଅଧିଆ କମ୍ବିଂ ଅପରେସନ କରାଯାଇଛି । ବନ ବିଭାଗ ଓ ନୀଳଗିରି ପୋଲିସର ମିଳିତ ଚଢ଼ାଉରେ ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ୬ ଜଣ ଶିକାରୀଙ୍କ ଗିରଫ କରାଯିବା ସହ ୬ଟି ବନ୍ଧୁକ ଜବତ କରାଯାଇଛି।

Exit mobile version