Site icon ଆଜିକାଲି

୬ ସପ୍ତାହ ମଧ୍ୟରେ ଏଏସଓ ଚୟନ ପ୍ରକିୟା ଶେଷ କର : ଓପିଏସସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ୬ ସପ୍ତାହ ମଧ୍ୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଚୟନ ପ୍ରକିୟା ସଂପୂର୍ଣ୍ଣ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ମେ’ ୧୯ ରାୟକୁ ପାଳନ କରାଯାଇ ନ ଥିବାରୁ ଅବମାନନା ମାମଲା ହୋଇଥିଲା । ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ରାୟ ଶୁଣାଇଥିଲେ ।

Exit mobile version