Site icon ଆଜିକାଲି

ଟ୍ରକ ଧକ୍କାରେ ଦମ୍ପତି ମୃତ, ପୁଅ ଗୁରୁତର

ସାଲେପୁର : ଟ୍ରକ ଧକ୍କାରେ ଦମ୍ପତି ମୃତ, ପୁଅ ଗୁରୁତର । କଟକ-ଚାନ୍ଦବାଲି ରାସ୍ତାର ନୃସିଂହବଜାର ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୩ଜଣ ବାଇକରେ କଟକରୁ ଆସୁଥିବା ବେଳେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର କରାଯାଇଛି।

Exit mobile version