Site icon ଆଜିକାଲି

ସମ୍ବଲପୁରରେ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ

ସମ୍ବଲପୁର : ସମ୍ବଲପୁର ସହରରେ ଆହୁରି କୋହଳ ହୋଇଛି କଟକଣା । ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ ରହିବ । କେବଳ ରାତିରେ ୭ ଘଣ୍ଟା ପାଇଁ ରହିବ କଟକଣା ସମ୍ବଲପୁରରେ ଅଶାନ୍ତି ଘଟଣାକୁ ୧୧ ଦିନ ବିତିଯାଇଛି । ସ୍ଥିତି ସ୍ବାଭାବିକ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ କର୍ଫ୍ୟୁ କଟକଣା କୋହଳ କରାଯାଉଛି । ସେହିପରି ସହରରେ ଇଣ୍ଟରନେଟ୍ ସେବା ଆସିବା ପାଇଁ ଲୋକଙ୍କ ଜୀବନଯାତ୍ରା ସ୍ୱାଭାବିକ ହୋଇଛି ।

Exit mobile version