Site icon ଆଜିକାଲି

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ୫୦୦ ଟପିଲା

ଭୁବନେଶ୍ୱର : ଦୁଇଦିନର ହ୍ରାସ ପରେ ରାଜ୍ୟରେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ପୁଣି ଦୈନିକ ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୪୨ ନୂଆ କୋରୋନା ପଜିଟିଭ। ଗତକାଲି ଟେଷ୍ଟ ହୋଇଥିବା ୭ ହଜାର ୫୭୧ ସ୍ୟାମ୍ପୁଲ ଭିତରୁ ୫୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଣେ କୋଭିଡରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩ ହଜାର ୨୭୦ଟି ସକ୍ରିୟ ମାମଲା ରହିଛି ।

Exit mobile version