Site icon ଆଜିକାଲି

କୁଖ୍ୟାତ ଅପରାଧୀର ମୃତ୍ୟୁ

ରାଉରକେଲା : କଟକର କୁଖ୍ୟାତ ଅପରାଧୀ ଭଜନା ଓରଫ ସଞ୍ଜୟ ସାହୁର ମୃତ୍ୟୁ । ରାଉରକେଲା ଜେଲରେ ଥିଲା ଭଜନା । ସୂଚନା ଯେ, ଭଜନା ନାଁରେ ଥିଲା ୨୦ଟି ସଂଗୀନ ମାମଲା । ଡି ବ୍ରଦର୍ସ ଗାଙ୍ଗର ପ୍ରମୁଖ ସଦସ୍ୟ ଥିଲା ଭଜନା । ଓମ୍‌-ଦୀପୁ ହତ୍ୟା ମାମଲାରେ ଗିରଫ ହୋଇଥିଲା ।

Exit mobile version