Site icon ଆଜିକାଲି

ଇଚ୍ଛାପୁର ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଜଗତସିଂହପୁର : ଜଗତସିଂହପୁର ଜିଲା ଇଚ୍ଛାପୁର ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ଗୁରୁତର ଥିବା ଗୋଦାମ ମାଲିକ ସୁଶାନ୍ତ ପୃଷ୍ଟିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୂର୍ବରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାଲିକ ସୁଶାନ୍ତ ଓ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

Exit mobile version