Site icon ଆଜିକାଲି

କରୋନା ନୂଆ ଭାରିଆଣ୍ଟ ନେଇ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର : ଚୀନ୍‌ର ନୂଆ କୋରୋନା ଭାରିଆଣ୍ଟ୍‌ରେ ଆତଙ୍କିତ ନହୋଇ ସତର୍କ ରହିବାକୁ ପଡିବ ବୋଲି ପରାମର୍ଶ ଦେଇଛି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ । ଅନ୍ୟଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଆମଦେଶରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ହକି ବିଶ୍ୱକପ ଓ ନୂଆବର୍ଷ ପାଇଁ ଆସନ୍ତାକାଲିର ବୈଠକରେ ନିଷ୍ପତ୍ତି ନିଆଯିବ । କୋଭିଡ୍‌ କଟକଣାରେ ଯେଉଁ ଫାଇନ ବ୍ୟବସ୍ଥା ରହିଥିଲା, ତାହା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Exit mobile version