Site icon ଆଜିକାଲି

୬୫ ବର୍ଷ ରେ ଆଟୋପୁର ଦୁର୍ଗା ପୂଜା, ଗଢ଼ା ଚାଲିଛି ମା’ ଙ୍କ ମୄଣ୍ମୟୀ ମୂର୍ତୀ

କେନ୍ଦୁଝର,  ଦୁର୍ଗା ପୂଜା ପାଇଁ ସଜାଇ ହେଉଚି କେନ୍ଦୁଝର ସହରର ଆଟପୂର। ଜୋର୍ ସୋର ରେ ଚାଲିଛି ଦୁର୍ଗା ମା’ ଙ୍କ ମୂର୍ତ୍ତି କାମ। ମା’ଙ୍କ ୬୫ ତମ ପୂଜା ଆଟୋପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦୁଝର ର ଏକ ସର୍ବ ପୁରାତନ ଦୁର୍ଗାପୂଜା କମିଟି ସାର୍ବଜନୀନ ଦୁର୍ଗାପୂଜା କମିଟି ଅଟପୁର । ଏ ବର୍ଷ ମଧ୍ୟ ଦୁର୍ଗା ପୂଜା ପାଇଁ ଖୁବ୍ ସୁନ୍ଦର ଭାବେ ଚାଲିଛି ଆଟପୂର୍ ଦୁର୍ଗା ମା’ ଙ୍କ ମୂର୍ତ୍ତି କାମ । ଗଢ଼ା ଚାଲିଛି ମା’ଙ୍କ ମୄଣ୍ମୟୀ ମୂର୍ତୀ, ମୂର୍ତ୍ତି କାମ ରେ ପାଖା ପାଖି ୫ ରୁ ୬ ଜଣ ଶିଳ୍ପୀ ନିୟୋଜିତ ଥିବାବେଳେ ମୁଖ୍ୟ ଶିଳ୍ପୀ ଭାବେ ପ୍ରଦୀପ କୁମାର ମହାପାତ୍ର ରହିଛନ୍ତି। ଆଉ ୫ରୁ ୬ଦିନ ଭିତରେ ମୂର୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିବ ବୋଲି ମୁଖ୍ୟ ଶିଳ୍ପୀ ଶ୍ରୀ ମହାପାତ୍ର କରିଛନ୍ତି ।

Exit mobile version