Site icon ଆଜିକାଲି

ଦନ୍ତା ନେଲା ବୃଦ୍ଧାଙ୍କ ଜୀବନ

ଢେଙ୍କାନାଳ -ହାତୀ ଆକ୍ରମଣରେ ଯାଇଛି ଆଉ ଏକ ଜୀବନ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ସୁରୁ ମୁଣ୍ଡା ନାମ୍ନୀ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି । ବୃଦ୍ଧାଜଣକ ଆଜାଦ ଭୋରରେ ମହୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲକୁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ଦନ୍ତା ତାଙ୍କୁ କଚାଡ଼ି ଦେବାରୁ ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ହୋଇଥିଲା।

Exit mobile version