Site icon ଆଜିକାଲି

ବିଦ୍ୟୁତ୍ ତାର ଲାଗି ଦନ୍ତା ମୃତ

ବୌଦ୍ଧ: ବୌଦ୍ଧ ଜିଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଏଥର ଶିକାରୀ ଗୁଳିରେ ନୁହେଁ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନାନୁସାରେ, ବୌଦ୍ଧବନ ଖଣ୍ଡ ଅନୁର୍ଗତ କଣ୍ଟାମାଳ ରେଞ୍ଜର ବରଗାଁ ପଞ୍ଚାୟତ ଘୁଚେଙ୍ଗ ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବରପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version