Site icon ଆଜିକାଲି

ମର୍ମନ୍ତୁଦ ଦୁର୍ଘଟଣା : ମାଡ଼ିଗଲା କାର୍, ୨ ମୃତ

ପୁରୀ : ବ୍ରହ୍ମପୁର ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ୨ ଜଣ ରାସ୍ତା ପାଖରେ ବସକୁ ଅପେକ୍ଷା କରି ଛିଡା ହୋଇଥିବାବେଳେ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇ ଯାଇଥିଲା।

ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ପୋଡାମାରିର ସୀମାଞ୍ଚଳ ପ୍ରଧାନ ଓ ପି. ରାମଚନ୍ଦ୍ରପୁରର ନିରୁ ମହାନ୍ତି। ପାଟପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Exit mobile version