Site icon ଆଜିକାଲି

ହାତୀ ବ୍ୟାରେଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ୍ ଆରୋହୀ ଗୁରୁତର

ଧର୍ମଗଡ଼ : କଳାହାଣ୍ଡି ଜିଲା ଜୟପାଟଣା ହାତୀ ବ୍ୟାରେଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି ।

ସୂଚନା ଯେ, ହାତୀ ବ୍ୟାରେଜ୍ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ହେଲେ କୁଣ୍ଡାଗାଁର ଆକାଶ ଘି ଏବଂ ଘେନୁଗୁଡ଼ାର ଦୁର୍ଗନ ନାୟକ l

Exit mobile version