Site icon ଆଜିକାଲି

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ

ଭୁବନେଶ୍ବର : ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ ଆରମ୍ଭ ହୋଇଛି । ଆଜିଠୁ ଜୁନ ପହିଲା ଯାଏ ସପ୍ଲିମେଣ୍ଟାରୀ ଫର୍ମ ପୂରଣ ହେବ । ମାଟ୍ରିକରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଏକ ସୁଯୋଗ। ଏଥିପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ଫିଲଅପ । ଜୁଲାଇ ୩ରୁ ୮ ଯାଏଁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

Exit mobile version