Site icon ଆଜିକାଲି

ବିଜେଡିରେ ମିଶିଲେ କେନ୍ଦୁଝର ପାଟଣାର ପୂର୍ବତନ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର – ବିଜେଡିର ମିଶ୍ରଣ ପର୍ବ । ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି କେନ୍ଦୁଝର ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ନାୟକ। ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଭବାନୀ ନାୟକ ବିଜେପି ପ୍ରାର୍ଥୀ ଭାବେ ଲଢିଥିଲେ। ଏହାଛଡା ୨୦୦୨-୨୦୦୭ ଯାଏ ସେ ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ଆଜି ଶଙ୍ଖ ଭବନରେ ଆୟୋଜିତ ମଶ୍ରଣ ପର୍ବରେ ଭବାନୀଙ୍କୁ ବିଜେଡିକୁ ସ୍ୱାଗତ କରାଯାଇଛି। ମିଶ୍ରଣ ପର୍ବରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପ୍ରମୁଖ ସାମିଲ ଥିଲେ 

Exit mobile version